ଜୁର କରେଇବା Jura kareibā

  • ଦେ. କ୍ରି — ଜୁର କରିବାର ଣିଜନ୍ତ ରୂପ — Causative form of Jura karibā
  • ଦେ. କ୍ରି — ହୁରିଆଙ୍କୁ ମତାଇଣ ଜୁର କରାଇବା। ପ୍ରାଚୀ, ନଳଚରିତ।