ଜୁତା ଦେବା Jutā debā

  • ଦେ. କ୍ରି — ଜୁତାରେ ପ୍ରହାର କରିବା — To strike or beat with the shoes
  • ଦେ. କ୍ରି — (ଲକ୍ଷଣାର୍ଥ) ମୁହଁତୋଡ଼ ଜବାବ ଦେଇ ଅପମାନିତ କରିବା — 3. (figurative) To insult a person by speaking to his face