ଜୁଟ୍ ହେବା Juṭ hebā
- ଦେ. କ୍ରି. (ସଂ. ଯୁକ୍ତ; ଜୁତ୍ତ; ସଂ. ଜୁଟ୍ ଧାତୁ) — ଏକତ୍ର ହେବା — To come together
- ଦେ. କ୍ରି. (ସଂ. ଯୁକ୍ତ; ଜୁତ୍ତ; ସଂ. ଜୁଟ୍ ଧାତୁ) — ଦଳବଦ୍ଧ ହେବା — To flock together; to form into a union
- ଦେ. କ୍ରି. (ସଂ. ଯୁକ୍ତ; ଜୁତ୍ତ; ସଂ. ଜୁଟ୍ ଧାତୁ) — ପରସ୍ପର ମିଳିତ ହେବା; ସମ୍ମିଳିତ ହେବା — To meet each other
- ଦେ. କ୍ରି. (ସଂ. ଯୁକ୍ତ; ଜୁତ୍ତ; ସଂ. ଜୁଟ୍ ଧାତୁ) — ସଂଯୁକ୍ତ ହେବା — To be joined together