ଜୁଟ୍ ଖାଇବା Juṭ khaāibā

  • ଦେ. କ୍ରି. (ସଂ. ଜୁଟ୍ ଧାତୁ) — ପରସ୍ପର ମିଳିତ ହେବା — To meet together; to be united together
  • ଦେ. କ୍ରି. (ସଂ. ଜୁଟ୍ ଧାତୁ) — ପରସ୍ପର ସଙ୍ଗମ କରିବା; ଜୋଡ଼ ପଡ଼ିବା — To copulate; to couple
  • ଦେ. କ୍ରି. (ସଂ. ଜୁଟ୍ ଧାତୁ) — ପରସ୍ପର ସର୍ବତୋଭାବରେ ମେଳ ହେବା; ଅନ୍ଯୋନ୍ୟରେ ସର୍ବତୋଭାବେ ମେଳ ଖାଇବା — To coincide with each other; to tally exactly with each other