ଜୁଜ୍ବନ୍ଦି Juj-bandi
- ବୈଦେ. ବି. (ଫା) (ଛାପାଖାନାରେ ବ୍ଯବହୃତ ଶବ୍ଦ) — ଏକ ଫରଦ କାଗଜ 4,8,12 ବା 16 ପୃଷ୍ଠାରେ ଭାଙ୍ଗା ହୋଇ ଏହିପରି ଅନେକଗୁଡ଼ିଏ ଫରମାର ଏକତ୍ର ସିଲାଇ — ଏକ ଫରଦ କାଗଜ4,8,12ବା16ପୃଷ୍ଠାରେ ଭାଙ୍ଗା ହୋଇ ଏହିପରି ଅନେକଗୁଡ଼ିଏ ଫରମାର ଏକତ୍ର ସିଲାଇ—(a term used by printers) Bound in forms of 4,8,12 or 16 pages