ଜୁଗୁପ୍ସିତ Jugupsita
- ସଂ. ବିଣ. (ଗୁପ୍ ଧାତୁ ନିନ୍ଦା କିରବା+ସ୍ୱାର୍ଥେ ସନ୍+କର୍ମ. ତ) — ନିନ୍ଦିତ — Slandered
- ସଂ. ବିଣ. (ଗୁପ୍ ଧାତୁ ନିନ୍ଦା କିରବା+ସ୍ୱାର୍ଥେ ସନ୍+କର୍ମ. ତ) — ଯାହାକୁ ଅପବାଦ ଦିଆଯାଉ ଥାଏ — Defamed
- ସଂ. ବିଣ. (ଗୁପ୍ ଧାତୁ ନିନ୍ଦା କିରବା+ସ୍ୱାର୍ଥେ ସନ୍+କର୍ମ. ତ) — ଘୃଣିତ — Hated