ଜୁଗୁପ୍ସନ Jugupsana

  • ସଂ. ବି. (ଗୁପ୍ ଧାତୁ ନିନ୍ଦା କରିବା+ସ୍ୱାର୍ଥେ ସନ୍+ଭାବ. ଅନ) — କୁତ୍ସା; ନିନ୍ଦା — Blaming; speaking evil of another; blaspheming
  • ସଂ. ବି. (ଗୁପ୍ ଧାତୁ ନିନ୍ଦା କରିବା+ସ୍ୱାର୍ଥେ ସନ୍+ଭାବ. ଅନ) — ଘୃଣାକରିବା — Hating
  • ସଂ. ବି. (ଗୁପ୍ ଧାତୁ ନିନ୍ଦା କରିବା+ସ୍ୱାର୍ଥେ ସନ୍+ଭାବ. ଅନ) — ଅପବାଦ — Defamation