ଜୁଖ୍ବା Jukh-bā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ଯୁଜ ଧାତୁ; କିମ୍ବା କୃଷ ଧାତୁ ତୁଳ. ଏହି ଅର୍ଥରେ ବଂ. ଜୁଖା; ଜୁଁଖା ଓ ହି. ଜୋଖ୍ନା) — ତଉଲିବା; ତୁଳିବା; ଓଜନ କରିବା — To weigh