ଜୁଏଲ୍ Juel

  • ବୈଦେ. ବି. (ଇଂ. ଜ୍ୟୁଏଲ୍) — ମଣିମୁକ୍ତାଦି ପଥର — Jewel
  • ବୈଦେ. ବି. (ଇଂ. ଜ୍ୟୁଏଲ୍) — ପକେଟ ଘଡ଼ି ବା ୱାଚ୍ର ଚକମାନଙ୍କ ଅଖ ଘୂରିବା ପାଇଁ ଅଖର ଦୁଇ ମୁଣ୍ଡ଼ରେ ଥିବା କ୍ଷୁଦ୍ର ପ୍ରସ୍ତରଖଣ୍ଡ — Jewel of a watch