ଜୁଆରଭଟ୍ଟା Juāra-bhaṭṭā

  • ଦେ. ବି. (ବିପରୀତ ସହଚର) — ସମୁଦ୍ରର ସ୍ଫୀତି ଓ ସ୍ଫୀତିର ହ୍ରାସ — Flow and ebb of the sea
  • ଦେ. ବି. (ବିପରୀତ ସହଚର) — ଖେଳାଇ ଜୀବନ ଜଳଧିରେ ସୁଖ ଦୁଃଖର ଜୁଆରଭଟ୍ଟା। ରାଧାନାଥ, ଯଯାତି।