ଜୁଆଁଣିଆ ଘାସ Juāñṇiā ghāsa

  • ଦେ. ବି. (ନାମ) — ଏକ ପ୍ରକାର ମୋଟ ଓ କରଡ଼ା ଘାସ — A kind of coarse and tough grass
  • ଦେ. ବି. (ନାମ) — ବୁଢ଼ା ବଳଦକୁ ଜୁଆଁଣିଆ ଘାସ ଖାଉ କି ନ ଖାଉ ମେଲି ଦେଇ ଆସ। ଢଗ।
  • ଦେ. ବି. (ନାମ) — [ଦ୍ର—ଏହା ପାଣି ପାଖରେ ଓ ସନ୍ତସନ୍ତିଆ ଜାଗାରେ ଉଠେ। ଏଥିରେ ଜୁଆଁଣି ପରି ଫଳ ହୁଏ।]