ଜୁଆ ଶକଟା Juā ṡakaṭā

  • ଦେ. ବି. (ସହଚର) — ଜୁଆ ଖେଳ ଓ ଶକଟା ବା ଗଞ୍ଜପା — Gambling and another hazard-play at cards
  • ଦେ. ବି. (ସହଚର) — ଜୁଆ ଶକଟା ପାରା ରଙ୍ଗ ପଶା ନ୍ଯାୟବଳ ବେଶ୍ୟା ସଙ୍ଗ ଏ ଛଡ଼ରସରେ ମାତେ ଯିଏ ଭୋକେ ମରି ଟାକର ଖାଏ—ଢଗ।