ଜୁଅ କଉଡ଼ି Jua kauṟḍ̠i

  • ଦେ. ବି. (ସଂ. ଦ୍ୟୁତ+କପର୍ଦ୍ଦକ) — ବିବାହରେ 7 ଦିନ ଯାଏ ବର କନ୍ଯା ଯେଉଁ କଉଡ଼ିରେ ଖେଳନ୍ତି — ବିବାହରେ7ଦିନ ଯାଏ ବର କନ୍ଯା ଯେଉଁ କଉଡ଼ିରେ ଖେଳନ୍ତି— The sea-shells with which the bride and bridegroom play during marriage