ଜୀର୍ଣ୍ଣୋଦ୍ଧାର Jīṇṇoddhāra

  • ସଂ. ବି. (ଜୀର୍ଣ୍ଣ+ଉଦ୍ଧାର, 6 ଷ୍ଠୀ ତତ୍) — ଜୀର୍ଣ୍ଣସଂସ୍କାର; ପୁରୁଣା ଜିନିଷର ମରାମତ — Repair of old things