ଜୀର୍ଣ୍ଣଶୀର୍ଣ୍ଣ Jīrṇṇa-ṡīrṇṇa

  • ସଂ. ବିଣ. (ସମାର୍ଥ ବାଚକ ଅନୁଚରଶଦ୍ଦଦ୍ୱୟ, ଜୀର୍ଣ୍ଣ ଓ ଶୀର୍ଣ୍ଣ) — ପୁରୁଣା; ପୁରୁଣା ଓ କ୍ଷୟପ୍ରାପ୍ତ — Worn out and emaciated