ଜୀର୍ଣ୍ଣବସ୍ତ୍ର Jīrṇṇa-bastra

  • ସଂ. ବି. (କର୍ମଧା; ଜୀର୍ଣ୍ଣ+ବସ୍ତ୍ର) — ପୁରୁଣା ଚିରାଲୁଗା; ଦରବା; କନ୍ଥଡ଼ା — Tattered raiment; threadbare clothes
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାର ଲୁଗା ଚିରା ଓ ପୁରୁଣା — Having threadbare or tattered clothes