ଜୀର୍ଣ୍ଣପର୍ଣ୍ଣ Jīrṇṇa-parṇṇa

  • ସଂ. ବିଣ. (ବହୁବ୍ରୀହି) — ଯେଉଁ ଗଛର ପତ୍ର ପୁରୁଣା ହୋଇ ଅଛି ବା ଯହିଁରୁ ପତ୍ର ସବୁ ଝଡ଼ି ପଡ଼ିଅଛି — (a tree) With leaves ripened and dropped down
  • ସଂ. ବି — (କର୍ମଧା)—ପାଚିଲା ବା ଶୁଖିଲା ପତ୍ର — Dry leaves
  • ସଂ. ବି — (ବହୁବ୍ରୀହି)—କଦମ୍ବ ଗଛ — The Kadamba tree; Nauclea Cadamba