ଜୀର୍ଣ୍ଣତା Jīrṇṇatā
- ସଂ. ବି. (ଜୀର୍ଣ୍ଣ+ଭାବାର୍ଥେ. ତା) — ପରିପାକ — Digestion
- ସଂ. ବି. (ଜୀର୍ଣ୍ଣ+ଭାବାର୍ଥେ. ତା) — ପୁରାତନ ହେବା ଯୋଗୁଁ ବସ୍ତୁର କ୍ଷୟପ୍ରାପ୍ତ ଅବସ୍ଥା — The state of being torn up or worn out
- ସଂ. ବି. (ଜୀର୍ଣ୍ଣ+ଭାବାର୍ଥେ. ତା) — ଜରା; ବାର୍ଦ୍ଧକ୍ୟ (ହି. ଶବ୍ଦସାଗର) — Old age