ଜୀରାମରିଚ Jīrā-maricha

  • ଦେ. ବି. (ସହଚର) (ସଂ. ଜୀର+ମରିଚ) — ଏକତ୍ର ବଟା ହୋଇ କିମ୍ବା ଗୁଣ୍ଡ ହୋଇ ତିଅଣକୁ ସୁଗନ୍ଧି ଓ ସୁସ୍ୱାଦୁବିଶିଷ୍ଟ କରିବା ପାଇଁ ବ୍ଯବହୃତ ଜୀରା ଓ ମରିଚ — Cumin seed and black pepper (used together as sauce of curry)
  • ଦେ. ବି. (ସହଚର) (ସଂ. ଜୀର+ମରିଚ) — [ଦ୍ର—ଜୀରାମରିଚ 3 ପ୍ରକାରରେ ପ୍ରୟୋଗ କରାଯାଏ। ଯଥା—( 1 ) ବଟା, ( 2 ) ଗୁଣ୍ଡ, ( 3 ) ପାଣି ବା ବଟା ହୋଇ ପାଣି ସଙ୍ଗେ ଗୋଳିଆ।] — [ଦ୍ର—ଜୀରାମରିଚ3ପ୍ରକାରରେ ପ୍ରୟୋଗ କରାଯାଏ ଯଥା—(1) ବଟା, (2) ଗୁଣ୍ଡ, (3) ପାଣି ବା ବଟା ହୋଇ ପାଣି ସଙ୍ଗେ ଗୋଳିଆ]