ଜୀମୂତକେତୁ Jīmūta-ketu

  • ସଂ. ବି. (ବହୁବ୍ରୀହି; ଜୀମୂତ, ମେଘ ହୋଇଅଛି କେତୁ= ଧ୍ୱଜ ଯାହାର) — (ନାମ) ହିମାଳୟସ୍ଥ ବିଦ୍ୟାଧରଗଣଙ୍କ ରାଜା — The king of the Bidyādharas (aerial beings said to inhabit the Himalayas)