ଜୀଭମଲ୍ Jībha-mal

  • ପ୍ରାଦେ. (ବସ୍ତର) ବି. (ସଂ. ଜୀହ୍ୱା+ମଳ) — ଜିହ୍ୱା ଉପରେ ଜମିଥିବା ଛତିଆ — The dirts over (one's) tongue; furs on the tongue