ଜୀବାନ୍ତକ Jībāntaka
- ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଜୀବ+ଅନ୍ତକ) — ବ୍ୟାଧ — Fowler; hunter
- ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଜୀବ+ଅନ୍ତକ) — ପ୍ରାଣଘାତୀ ବ୍ଯକ୍ତି — Murderer; killer; slayer
- ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଜୀବ+ଅନ୍ତକ) — ପ୍ରାଣଘାତୀ ଅସ୍ତ୍ର — Fatal weapon
- ସଂ. ବିଣ — ପ୍ରାଣଘାତୀ; ପ୍ରାଣାନ୍ତକର — Mortal; fatal; causing death; slaying