ଜୀବହୀନ Jība-hīna
- ସଂ. ବିଣ. ( 3 ୟା ତତ୍; ଜୀବ+ହୀନ) — ପ୍ରାଣହୀନ — Lifeless; inanimate
- ସଂ. ବିଣ. ( 3 ୟା ତତ୍; ଜୀବ+ହୀନ) — ମୃତ — Dead
- ସଂ. ବିଣ. ( 3 ୟା ତତ୍; ଜୀବ+ହୀନ) — ପ୍ରାଣିହୀନ — Destitute of animated beings
- ସଂ. ବି — ଷଡ଼କ୍ଷର ମନ୍ତ୍ରବିଶେଷ (ପ୍ରକୃତିବାଦ) — Name of on esoteric formula of six syllables