ଜୀବସ୍ଥାନ Jība-sthāna

  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ସ୍ଥାନ) — ଶରୀରର ମର୍ମସ୍ଥାନ — A vital part of the body
  • ସଂ. ବି. ( 6 ଷ୍ଠୀ ତତ୍; ଜୀବ+ସ୍ଥାନ) — ହୃଦୟ — The heart