ଜୀବନ୍ତି Jībanti
- ସଂ. କ୍ରି (ପ୍ରାଚୀନ ପଦ୍ଯ; ସଂ ଜୀବ୍ ଧାତୁ ନିତ୍ୟବର୍ତ୍ତମାନ କାଳ 1 ମ ପୁରୁଷର ବହୁବଚନ କ୍ରିୟା) — (ସେମାନେ) ଜୀବନ ଧାରଣ କରନ୍ତି, ବା ଜୀଅଁନ୍ତି — (they) Do live or exist
- ସଂ. କ୍ରି (ପ୍ରାଚୀନ ପଦ୍ଯ; ସଂ ଜୀବ୍ ଧାତୁ ନିତ୍ୟବର୍ତ୍ତମାନ କାଳ 1 ମ ପୁରୁଷର ବହୁବଚନ କ୍ରିୟା) — ଦେବଙ୍କ ଆୟୁଷ ପ୍ରମାଣେ ଜୀବନ୍ତି ତହିଁ ପ୍ରାଣୀମାନେ—ଜଗନ୍ନାଥ, ଭାଗବତ।