ଜୀବନମରଣ ସମସ୍ୟା Jībana-maraṇa samasyā

  • ସଂ. ବି. (ଆଧୁନିକ ପ୍ରୟୋଗ; ଦ୍ୱନ୍ଦ୍ୱ ଓ 6 ଷ୍ଠୀ ତତ୍; ଜୀବନ+ମରଣ+ସମସ୍ୟା) — ଜୀବନ ରହିବ କି ଯିବ ଏହିପରି ସଙ୍କଟ — The question of life and death