ଜୀବନତରଙ୍ଗ Jībana-taraṅga

  • ସଂ. ବି. ( 6 ଷ୍ଠୀ ତତ୍; ଜୀବନ+ତରଙ୍ଗ) — ଜଳତରଙ୍ଗ — Wave of water
  • ସଂ. ବି. ( 6 ଷ୍ଠୀ ତତ୍; ଜୀବନ+ତରଙ୍ଗ) — (ରୂପକ କର୍ମଧା) ତରଙ୍ଗପରି ଦୋଳାୟମାନ ପ୍ରାଣ — The wave of life