ଜୀବନଚରିତ Jībana-charita

  • ସଂ. ବି. ( 6 ଷ୍ଠୀ ତତ୍; ଜୀବନ+ଚରିତ) — କୌଣସି ବ୍ଯକ୍ତିର ଜୀବିତକାଳରେ ଘଟିବା ବିଷୟମାନଙ୍କ ବିବରଣ ବା ବର୍ଣ୍ଣନା — 2. Description. of the events of the life of a person
  • ସଂ. ବି. ( 6 ଷ୍ଠୀ ତତ୍; ଜୀବନ+ଚରିତ) — କୌଣସି ବ୍ଯକ୍ତିଙ୍କର ଜୀବିତ କାଳର ଘଟନାର ବିବରଣ— ସମ୍ବଳିତ ଗ୍ରନ୍ଥ — Biography; a book describing the life and acts of a person