ଜୀବନ ଘେନିବା Jībana ghenibā

  • ଦେ. କ୍ରି — ହତ୍ୟା କରିବା; ପ୍ରାଣ ନେବା — To kill; to take one's life
  • ଦେ. କ୍ରି — ବୋଇଲେ ତୋ ଜୀବନ ଘେନିବି ମୁଁ ଆଜ। କୃଷ୍ଣସିଂହ, ମହାଭାରତ, ବନ।