ଜୀବଦ୍ଦଶା Jībaddaṡā

  • ସଂ. ବି. (ଜୀବତ୍+ଦଶା) — ପୃଥିବୀରେ ଜୀଇଁ ରହିବା ଅବସ୍ଥା; ଜୀବନ — Life; mortal existence
  • ସଂ. ବି. (ଜୀବତ୍+ଦଶା) — ଅମଳ; ଜୀବିତକାଳ — Life-time
  • ସଂ. ବି. (ଜୀବତ୍+ଦଶା) — ଜୀବିତାବସ୍ଥା — State of existence