ଜୀବଜନ୍ତୁ Jība-jantu

  • ଦେ. ବି. (ସଂ. ଜୀବ+ଜନ୍ତୁ; ଏକାର୍ଥକ ସହଚର) — ବିବିଧ ଜୀବ; ପ୍ରାଣିସମୂହ; ନାନାଜନ୍ତୁ — Animals; various creatures
  • ଦେ. ବି. (ସଂ. ଜୀବ+ଜନ୍ତୁ; ଏକାର୍ଥକ ସହଚର) — ସାଧାରଣ ପ୍ରାଣୀ — A general term for animals