ଜୀଇ ଉଠିବା Jī-i uṭhibā

  • ଦେ. କ୍ରି — (ମୃତ ବ୍ଯକ୍ତି ବା ବସ୍ତୁ) ସଜୀବ ହେବା — To revive; to be restored to life
  • ଦେ. କ୍ରି — ମତ୍ୟୁସଞ୍ଜିବନୀ କର୍ଣ୍ଣରେ କହିଲେ ଜୀଇ ଉଠିଲା କୁମରମଣି, ସେ କୁମର—ପ୍ରାଚୀ, ପ୍ରତାପ ଶଶିସେଣା।