ଜୀଅନ୍ତା Jīantā

  • ଦେ. ବିଣ. (ସଂ. ଜୀବତ୍) — ଜୀଇଁଥିବା — Living
  • ଦେ. ବିଣ. (ସଂ. ଜୀବତ୍) — (ଯଥା—ଜୀଅନ୍ତା ଗଛଟି କାଟିବାକୁ କାହା ହାତ ଯିବ?)