ଜିହ୍ୱ Jihwa
- ସଂ. ବି. ପୁଂ. (ଲିହ୍ ଧାତୁ=ଅସ୍ୱାଦନ କରିବା+କରଣେ ବ; ନିପାତନ) — ଜିଭ; ରସନା; ରସନେନ୍ଦ୍ରିୟ; ଆସ୍ୱାଦନେନ୍ଦ୍ରିୟ — The tongue; the organ of taste
- ସଂ. ବି. ପୁଂ. (ଲିହ୍ ଧାତୁ=ଅସ୍ୱାଦନ କରିବା+କରଣେ ବ; ନିପାତନ) — [ଦ୍ର—'ହ୍ୱ'ର ଉଚ୍ଚାରଣ କ୍ରମେ କ୍ରମେ 'ଭ'ରେ ପରିଣତ ହୋଇ ପ୍ରାକୃତରେ 'ଜିଭ' ହୋଇଅଛି।]
- ସଂ. ବି. ପୁଂ. (ଲିହ୍ ଧାତୁ=ଅସ୍ୱାଦନ କରିବା+କରଣେ ବ; ନିପାତନ) — ଅଗ୍ନିର ଶିଖା — The tongue of flame of fire
- ସଂ. ବି. ପୁଂ. (ଲିହ୍ ଧାତୁ=ଅସ୍ୱାଦନ କରିବା+କରଣେ ବ; ନିପାତନ) — ବାକ୍ୟ — Sentence
- ସଂ. ବି. ପୁଂ. (ଲିହ୍ ଧାତୁ=ଅସ୍ୱାଦନ କରିବା+କରଣେ ବ; ନିପାତନ) — ତଗରମୂଳ — The root of Tagara Plant