ଜିହ୍ୱାସୁଖ Jihwā-sukha

  • ସଂ. ବି ( 6 ଷ୍ଠୀ ତତ୍; ଜିହ୍ୱା+ସୁଖ) ରୁଚିକର ଖାଦ୍ୟ ଖାଇବା ଯୋଗୁଁ ଜାତ ସୁଖ — Pleasure of the palate; pleasure derived from taking dainty food