ଜିହ୍ୱାଳ Jihwāḻa

  • ଦେ. ବିଣ (ସଂ. ଜିହ୍ୱଳ=ପେଟ) — ଜିହ୍ୱା ବା ଜିଭ ଥିବା; ଜିହ୍ୱା— ଯୁକ୍ତ — Having tongues; tongued
  • ଦେ. ବିଣ (ସଂ. ଜିହ୍ୱଳ=ପେଟ) — ଅନଳ ଜିହ୍ୱାଳ-ହୁଳା ବାହାରଇ ଉତ୍ତପ୍ତ ମେଦିନୀ ଅଙ୍ଗେ— ରଧାନାଥ, ଯଯାତି।