ଜିହ୍ୱାନିର୍ଲେଖନ Jihwā-nirlekhana
- ସଂ. ବି ( 6 ଷ୍ଠୀ ତତ୍; ଜିହ୍ୱା+ନିର୍ଲେଖନ) — ଜିଭ ଛେଲିବା; ଜିଭରୁ ଛତିଆ କାଢ଼ିବା ନିମନ୍ତେ ପାତିଆ ଆଦି ଦ୍ୱାରା ଜିଭକୁ ରାମ୍ପିବା — Scraping of the tongue for cleansing it
- ସଂ. ବି ( 6 ଷ୍ଠୀ ତତ୍; ଜିହ୍ୱା+ନିର୍ଲେଖନ) — ଜିଭଛେଲା ପାତିଆ — Tongue-scraper