ଜିହ୍ୱାଗ୍ରବର୍ତ୍ତୀ Jihwāgra-barttī

  • ସଂ. ବିଣ ( 6 ଷ୍ଠୀ ତତ୍ ଓ ଉପପଦ; ଜିହ୍ୱା+ଅଗ୍ରବର୍ତ୍ତା) — ଯାହା (କଥା ପ୍ରଭୃତି) ମନୁଷ୍ୟର ଜିଭ ଅଗରେ ଥାଏ — Well mastered (subject); committed to memory
  • ସଂ. ବିଣ ( 6 ଷ୍ଠୀ ତତ୍ ଓ ଉପପଦ; ଜିହ୍ୱା+ଅଗ୍ରବର୍ତ୍ତା) — ଯେଉଁ କଥାକୁ ମନୁଷ୍ୟ ବିଚାରିବାମାତ୍ର କହିପାରେ — Ready to be uttered or expressed in words