ଜିହ୍ୱଳ Jihwaḻa

  • ସଂ. ବିଣ. ପୁଂ. (ଜିହ୍ୱ+ଲା ଧାତୁ+କର୍ତ୍ତୃ. ଅ) — ପେଟୁ; ଉଦରମ୍ଭରି — Voracious (M.W.)
  • ସଂ. ବିଣ. ପୁଂ. (ଜିହ୍ୱ+ଲା ଧାତୁ+କର୍ତ୍ତୃ. ଅ) — ଜିଭ ଲାଳଚିଆ; ଜିଭ ଲଡ଼ବଡ଼ିଆ — Having excessive hankering after dainty dishes