ଜିହୀର୍ଷୁ Jirīrshu

  • ସଂ. ବିଣ. (ହୃ ଧାତୁ+ଇଚ୍ଛାର୍ଥରେ ସନ୍=ଜିହୀର୍ଷ ଧାତୁ+କର୍ତ୍ତୃ. ଉ) — ହରଣେଚ୍ଛୁ, ହରଣ କରିବାକୁ ଅଭିଳାଷୀ — Desirous of stealing; wishing to seize or take