ଜିହାସୁ Jihāsu

  • ସଂ. ବି. (ହା ଧାତୁ=ତ୍ୟାଗ କରିବା+ଇଚ୍ଛାର୍ଥେ ସନ୍= ଜିହାସ ଧାତୁ+କର୍ତ୍ତୃ. ଉ) — ତ୍ୟାଗ କରିବାକୁ ଇଚ୍ଛୁକ — 2. Desirous of giving up or avoiding something