ଜିଲାବୋର୍ଡ଼ Jilā-boṟḍ̠

  • ବୈଦେ. ବି. (ଆ. ଜିଲା ଓ ଇ. ବୋର୍ଡ) — ଜିଲାର ସ୍ୱାସ୍ଥ୍ୟ, ଶିକ୍ଷା, ରସ୍ତା ଆଦି କେତେକ ବିଷୟ ବୁଝିବା ସକାଶେ ସରକାରଙ୍କ ମନୋନୀତ ଓ ବେସରକାରୀ ଲୋକ ପ୍ରତିନିଧି ମେମ୍ବରମାନଙ୍କଦ୍ୱାରା ଗଠିତ କମିଟୀ — District Board