ଜିଲାଦାର୍ Jilā-dār

  • ବୈଦେ. ବି. (ଫା) — କେନାଲ୍ ରେଭିନିଉ ବା ସରକାରୀ ଜଳକର ଅସୁଲ କର୍ମଚାରୀ; ତହସିଲଦାର୍ଙ୍କ ଉପରିସ୍ଥ କର୍ମଚାରୀ — Ziladar; the superior officer above the Tahasildar or collecting officer of canal revenue
  • ବୈଦେ. ବି. (ଫା) — ସରବରାକାର; ଜମିଦାରଙ୍କ ପକ୍ଷରୁ ମଫସଲର ଖଜଣା ଅସୁଲ କରିବାର ଭାରପ୍ରାପ୍ତ ତହସିଲଦାରମାନଙ୍କ ଉପରିସ୍ଥ କର୍ମଚାରୀ — The superior officer above a Zamindar's rent-collector
  • ବିଣ. (ଫା) — ଦୀପ୍ତିମାନ୍; ଚକଚକିଆ — Shining
  • ବିଣ. (ଫା) — ମସୃଣ ଓ ଚିକ୍କଣ — Smooth; oily