ଜିମାଦାର Jimā-dāra

  • ବୈଦେ. ବିଣ. ଓ ବି (ଫା. ଜିମ୍ମାଦାର; ଜିମ୍ମାବାର୍) — ସଂରକ୍ଷଣକର୍ତ୍ତା; ଯାହା ନିକଟରେ କୌଣସି ବସ୍ତୁ ଗଚ୍ଛିତ ଥାଏ — Trustee; custodian
  • ବୈଦେ. ବିଣ. ଓ ବି (ଫା. ଜିମ୍ମାଦାର; ଜିମ୍ମାବାର୍) — କୌଣସି ବିଷୟ ପାଇଁ ଦାୟୀ — Responsible for any matter