ଜିମା ରଖିବା Jimā rakhibā

  • ଦେ. କ୍ରି — କୌଣସି ପଦାର୍ଥକୁ କୌଣସି ବ୍ଯକ୍ତି ନିକଟରେ କିଛିକାଳ ପାଇଁ ନ୍ୟସ୍ତ ରଖିବା — To keep a thing in the custody or charge of a person