ଜିମା ନେବା Jimā nebā

  • ଦେ. କ୍ରି — କୌଣସି ପଦାର୍ଥକୁ ଆପଣା ଅଧିକାର ବା ଦାୟିତ୍ୱରେ ରଖିବାକୁ ନେବା — To take a thing into one's custody or charge
  • ଦେ. କ୍ରି — କୌଣସି ବିଷୟର ଦାୟିତ୍ୱ ଗ୍ରହଣ କରିବା — To take upon one's self the responsibility for a matter