ଜିଭରେ ହାଡ଼ ହେବା Jibhare hāṟḍ̠a hebā

  • ଦେ. ବି. — ମିଥ୍ୟା କଥା କହିବା ପାଇଁ ସାହସ ହେବା — Having the courage to tell a lie
  • ଦେ. ବି. — (ଯଥା—ମତେ ମଥ୍ୟାବାଦୀ ବୋଲି କହିବାକୁ କାହା ଜିଭରେ ହାଡ଼ ହେଲାଣି?)