ଜିଭ ସିଲେଇ କରିବା Jibha silei karibā

  • ଦେ. କ୍ରି — କୌଣସି ବିଷୟ ପ୍ରକାଶ ନ କରି ଚୁପ୍ ରହିବା — To keep silent over a thing
  • ଦେ. କ୍ରି — କୌଣସି ବ୍ଯକ୍ତିକୁ କୌଣସି କଥା ପ୍ରକାଶ କରିବାକୁ ଅନୁମତି ନ ଦେବା — Not to allow a person to speak out a thing