ଜିଭ କାଢ଼ିବା Jibha kāṟḍ̠hibā

  • ଦେ. କ୍ରି — ମୁଖ ଗହ୍ୱରରୁ ଜିହ୍ୱାକୁ ବାହାରକୁ ବାହାର କରିବା — To draw out one's tongue
  • ଦେ. କ୍ରି — (ଲକ୍ଷଣାର୍ଥ) ଅଚେତା ହେବା — (figurative) To become senseless