ଜିନ୍ସବାରୀ Jin-sabārī
- ବୈଦେ. ବିଣ. (ଫା. ଜୀନ୍+ସବାରି= ଯାନାରୋହଣ) — ଚଢ଼ିବାର ଯୋଗ୍ୟ (ଘୋଡ଼ା); (ଅର୍ଥାତ୍ ଯେଉଁ ଘୋଡ଼ା ଉପରେ ମନୁଷ୍ୟ ଚଢ଼ନ୍ତି ଏବଂ ଯେ ବଗିରେ ଲାଗେ ନାହିଁ) — (a horse) Used for riding only; going in the saddle only
- ବି. — ଘୋଡ଼ା ଉପରେ ଜିନ୍ ପକାଇ ଚଢ଼ିବା — Riding on a saddled horse